ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବଧି   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା

ଉଦାହରଣ : ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ

ସମକକ୍ଷ : ଆୟୁ, ସମୟ ସୀମା

वह अवधि जिसमें कोई वस्तु आदि चालू हालत में या उपयोग में रहे।

अधिकांश विद्युत उपकरणों की आयु छोटी होती है।
आयु, उमर, उम्र, जिंदगी, जिन्दगी, जीवन

The period during which something is functional (as between birth and death).

The battery had a short life.
He lived a long and happy life.
life, life-time, lifespan, lifetime

ଅର୍ଥ : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ

ଉଦାହରଣ : ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ

ସମକକ୍ଷ : ଭିତରେ, ମିଆଦ, ସୀମା

किसी एक नियत समय से दूसरे नियत समय तक के बीच का काल।

हमें चार घंटे की अवधि में यह काम पूरा करना है।
अवधि, कालावधि, मिआद, मियाद, मीयाद, समयकाल, समयावधि

An amount of time.

A time period of 30 years.
Hastened the period of time of his recovery.
Picasso's blue period.
period, period of time, time period

ଅର୍ଥ : ସେହି ନିର୍ଦ୍ଦିଷ୍ଟ ବା ନିଶ୍ଚିତ ସମୟ ଯାହା ପୂର୍ବରୁ କୌଣସି କାମ ହେବା ଆବଶ୍ୟକ ହୋଇଥାଏ

ଉଦାହରଣ : ଏହି କାର୍ଯ୍ୟକୁ କରିବାର ଅବଧି ପୂରା ହୋଇଯାଇଛି

ସମକକ୍ଷ : କାଳାବଧି, ମିଆଦ, ସ୍ଥିତିକାଳ

आविष्कार करने वाला व्यक्ति।

एक आविष्कारक के एक नए आविष्कार से तहलका मच गया है।
आविष्कर्ता, आविष्कर्त्ता, आविष्कारक, आविष्कारकर्ता, आविष्कारकर्त्ता

Someone who is the first to think of or make something.

artificer, discoverer, inventor

ଅର୍ଥ : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍‌

ଉଦାହରଣ : କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ

ସମକକ୍ଷ : ଗଣ୍ଡି, ଚୌହଦି, ଧାର, ପରିସୀମା, ସୀମା

जहाँ तक कोई बात या काम हो सकता हो या होना उचित हो।

कोई भी काम सीमा के अन्दर रहकर ही करना चाहिए।
अवध, अवधि, इयत्ता, कगार, दायरा, परवान, परिमिति, पारावार, पालि, मर्यादा, सीमा, हद, हद्द

The point or degree to which something extends.

The extent of the damage.
The full extent of the law.
To a certain extent she was right.
extent

ଅର୍ଥ : (ଶରୀର ବିଜ୍ଞାନର) ଶରୀରରେ କୌଣସି ରୋଗର ରୋଗାଣୁ ପହଞ୍ଚାଇବା ଏବଂ ସେହି ରୋଗ ପରିପକ୍ବ ହେବାପର୍ଯ୍ୟନ୍ତ ତଥା ବାହ୍ୟ ଲକ୍ଷଣ ପରିପ୍ରକାଶିତ ହେବା ପର୍ଯ୍ୟନ୍ତ ଯେଉଁ ଶାରୀରିକ ଅବସ୍ଥା

ଉଦାହରଣ : ବସନ୍ତ ରୋଗ ସଂପ୍ରାପ୍ତିର ସମୟ ଦୁଇ ସପ୍ତାହ ବୋଲି ବିଶ୍ବାସ କରାଯାଏ

ସମକକ୍ଷ : ସଂପ୍ରାପ୍ତି

(शरीर विज्ञान) वह शारीरिक अवस्था जो शरीर में किसी रोग के रोगाणु पहुँचने, उस रोग के परिपक्व होने और बाह्य लक्षण उपस्थित होने तक माना जाता है।

चेचक की संप्राप्ति का समय दो हफ्ता माना गया है।
इंक्यूबेशन, इन्क्यूबेशन, संप्राप्ति, सम्प्राप्ति

(pathology) the phase in the development of an infection between the time a pathogen enters the body and the time the first symptoms appear.

incubation