ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସାଧୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସାଧୁ   ବିଶେଷ୍ୟ

ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି

ଉଦାହରଣ : ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ

ସମକକ୍ଷ : ସନ୍ୟାସୀ

ଅର୍ଥ : ସମସ୍ଥଙ୍କ ସହିତ ଭଲ, ପ୍ରିୟ ଓ ଉଚିତ୍‌ ବ୍ୟବହାର କରୁଥିବା ବ୍ୟକ୍ତି

ଉଦାହରଣ : ସଜ୍ଜନମାନଙ୍କୁ ଆଦର କର

ସମକକ୍ଷ : ଭଲମଣିଷ, ସଜ୍ଜନ, ସତ୍‌ପୁରୁଷ, ସୁଜନ

वह व्यक्ति जो सबके साथ अच्छा,प्रिय और उचित व्यवहार करता है।

सज्जनों का आदर करो।
भला आदमी, वसु, शरीफ, शरीफ़ व्यक्ति, सज्जन, सत्पुरुष, सयण, साहु, सुजन

A man of refinement.

gentleman

ଅର୍ଥ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ

ଉଦାହରଣ : ସମସ୍ତ ଚାକର କୃତଜ୍ଞ ନୁହନ୍ତି

ସମକକ୍ଷ : କୃତଜ୍ଞ, ସଚ୍ଚୋଟ, ସ୍ୱାମୀଭକ୍ତ

स्वामी या अन्नदाता का कार्य या सेवा ईमानदारी से करनेवाला।

सभी नौकर नमकहलाल नहीं होते।
नमकहलाल, स्वामीभक्त

ଅର୍ଥ : ଗୋରଖପନ୍ଥୀ ସାଧୁ

ଉଦାହରଣ : ଆମ ଗାଆଁକୁ ଜଣେ ବହୁତ ବଡ଼ ଯୋଗୀ ଆସିଛନ୍ତି

ସମକକ୍ଷ : ଯୋଗୀ, ସନ୍ଥ

गोरखपंथी साधु।

हमारे गाँव में एक बहुत बड़े योगी पधारे हैं।
जोगी, योगी

ଅର୍ଥ : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ

ଉଦାହରଣ : ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ

ସମକକ୍ଷ : ବାଆଜୀ, ବାବାଜୀ, ସନ୍ଥ

सांसारिकता से अलग रहकर धार्मिक जीवन बिताने वाला पुरुष।

साधु का जीवन परोपकार में ही व्यतीत होता है।
नीवर, नैकटिक, महात्मा, संत, सन्त, साधु

(Hinduism) an ascetic holy man.

saddhu, sadhu

ଅର୍ଥ : ଚୋରି ବା ଛଳ କପଟ ନ କରିବା ବ୍ୟକ୍ତି

ଉଦାହରଣ : ଆମେ ଯାହାକୁ ଭଦ୍ର ବୋଲି ଭାବୁଥିଲୁ ସେ ବଡ଼ ଚୋର ବୋଲି ଜଣାପଡ଼ିଲା

ସମକକ୍ଷ : ଭଦ୍ର, ସଜ୍ଜନ

चोरी या छल-कपट न करनेवाला व्यक्ति।

हम जिसे साहु समझते थे,वह बहुत बड़ा चोर निकला।
साहू

A man of refinement.

gentleman

ଅର୍ଥ : ସାଧୁସନ୍ଥମାନଙ୍କ ପାଇଁ ଏକ ସମ୍ବୋଧନ

ଉଦାହରଣ : ଆଜି ଆମ ଗାଁକୁ ସ୍ୱାମୀ ମାଧବାନନ୍ଦ ଆସିଛନ୍ତି

ସମକକ୍ଷ : ବାବା, ଯୋଗୀ, ସ୍ୱାମୀ

साधु, संतों आदि के लिए संबोधन।

आज हमारे गाँव में स्वामी माधवानंद पधारे हैं।
स्वामी

A Hindu religious teacher. Used as a title of respect.

swami

ସାଧୁ   ବିଶେଷଣ

ଅର୍ଥ : ଯିଏ ସନ୍ୟାସ ଗ୍ରହଣ କରେ

ଉଦାହରଣ : ସେ କୁମ୍ଭ ମେଳାରେ କେତେକ ସନ୍ୟାସୀଙ୍କୁ ଭେଟିଲା

ସମକକ୍ଷ : ସନ୍ୟାସୀ

संन्यास आश्रम में प्रवेश करने वाला।

वह कुंभ के मेले में कई संन्यासी लोगों से मिला।
अनिकेत, परिव्राजक, संन्यासी, सन्नासी, सन्यासी

Pertaining to or characteristic of an ascetic or the practice of rigorous self-discipline.

Ascetic practices.
ascetic, ascetical