ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଜ୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଜ୍ଜନ   ବିଶେଷ୍ୟ

ଅର୍ଥ : ସମସ୍ଥଙ୍କ ସହିତ ଭଲ, ପ୍ରିୟ ଓ ଉଚିତ୍‌ ବ୍ୟବହାର କରୁଥିବା ବ୍ୟକ୍ତି

ଉଦାହରଣ : ସଜ୍ଜନମାନଙ୍କୁ ଆଦର କର

ସମକକ୍ଷ : ଭଲମଣିଷ, ସତ୍‌ପୁରୁଷ, ସାଧୁ, ସୁଜନ

वह व्यक्ति जो सबके साथ अच्छा,प्रिय और उचित व्यवहार करता है।

सज्जनों का आदर करो।
भला आदमी, वसु, शरीफ, शरीफ़ व्यक्ति, सज्जन, सत्पुरुष, सयण, साहु, सुजन

A man of refinement.

gentleman

ଅର୍ଥ : ଚୋରି ବା ଛଳ କପଟ ନ କରିବା ବ୍ୟକ୍ତି

ଉଦାହରଣ : ଆମେ ଯାହାକୁ ଭଦ୍ର ବୋଲି ଭାବୁଥିଲୁ ସେ ବଡ଼ ଚୋର ବୋଲି ଜଣାପଡ଼ିଲା

ସମକକ୍ଷ : ଭଦ୍ର, ସାଧୁ

चोरी या छल-कपट न करनेवाला व्यक्ति।

हम जिसे साहु समझते थे,वह बहुत बड़ा चोर निकला।
साहू

A man of refinement.

gentleman

ସଜ୍ଜନ   ବିଶେଷଣ

ଅର୍ଥ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍‌ ଏବଂ ପ୍ରିୟ ବ୍ୟବହାର କରେ

ଉଦାହରଣ : ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ

ସମକକ୍ଷ : ଭଦ୍ର, ଭଲ, ସୁଶୀଳ

जो सबके साथ अच्छा,उचित एवं प्रिय व्यवहार करता हो।

सज्जन व्यक्ति हर हालत में दूसरों का भला करते हैं।
अशठ, नेक, भद्र, भला, शरीफ, शरीफ़, शीलवान, सज्जन, सयण, सुप्रतीक

Having an easygoing and cheerful disposition.

Too good-natured to resent a little criticism.
The good-natured policeman on our block.
The sounds of good-natured play.
good-natured