ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ଥ   ବିଶେଷ୍ୟ

ଅର୍ଥ : ଗୋରଖପନ୍ଥୀ ସାଧୁ

ଉଦାହରଣ : ଆମ ଗାଆଁକୁ ଜଣେ ବହୁତ ବଡ଼ ଯୋଗୀ ଆସିଛନ୍ତି

ସମକକ୍ଷ : ଯୋଗୀ, ସାଧୁ

गोरखपंथी साधु।

हमारे गाँव में एक बहुत बड़े योगी पधारे हैं।
जोगी, योगी

ଅର୍ଥ : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ

ଉଦାହରଣ : ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ

ସମକକ୍ଷ : ବାଆଜୀ, ବାବାଜୀ, ସାଧୁ

सांसारिकता से अलग रहकर धार्मिक जीवन बिताने वाला पुरुष।

साधु का जीवन परोपकार में ही व्यतीत होता है।
नीवर, नैकटिक, महात्मा, संत, सन्त, साधु

(Hinduism) an ascetic holy man.

saddhu, sadhu