ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଚ୍ଚୋଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଚ୍ଚୋଟ   ବିଶେଷ୍ୟ

ଅର୍ଥ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ

ଉଦାହରଣ : ସମସ୍ତ ଚାକର କୃତଜ୍ଞ ନୁହନ୍ତି

ସମକକ୍ଷ : କୃତଜ୍ଞ, ସାଧୁ, ସ୍ୱାମୀଭକ୍ତ

स्वामी या अन्नदाता का कार्य या सेवा ईमानदारी से करनेवाला।

सभी नौकर नमकहलाल नहीं होते।
नमकहलाल, स्वामीभक्त

ସଚ୍ଚୋଟ   ବିଶେଷଣ

ଅର୍ଥ : ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ

ଉଦାହରଣ : ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର

ସମକକ୍ଷ : ଛଳନାହୀନ, ଧାର୍ମିକ, ନିଷ୍କପଟ, ସଚ୍ଚା, ସତ୍ୟବଦୀ

चित्त में सद्वृत्ति या अच्छी नीयत रखने वाला, चोरी या छल-कपट न करने वाला।

ईमानदार व्यक्ति सम्मान का पात्र होता है।
अपैशुन, ईमानदार, ईमानी, ऋजु, छलहीन, दयानतदार, नयशील, निःकपट, निष्कपट, रिजु, वक्ता, सच्चा, सत्यपर, सधर्म, सधर्मक, सहधर्म, साधर्म