ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ୟାସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ୟାସୀ   ବିଶେଷ୍ୟ

ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖପ୍ରତି ଥିବା ରାଗ ବା ଆସକ୍ତି ପୂରାପୂରି ଛାଡ଼ିଦେଇଛନ୍ତି

ଉଦାହରଣ : ରାମୁ ପ୍ରେମପୂର୍ଣ୍ଣ ଭାବରେ ସନ୍ୟାସୀମାନଙ୍କର ସେବା କରେ

ସମକକ୍ଷ : ସାଧୁ

ଅର୍ଥ : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି

ଉଦାହରଣ : ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା

ସମକକ୍ଷ : ବିରାଗୀ, ବୈରାଗୀ

वह जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।

बैरागी जी के दर्शन के लिए भीड़ उमड़ पड़ी।
अरिहन, बैरागी, विरागी, वीतराग, वैरागी, संन्यासी, सन्नासी, सन्यासी

Someone who practices self denial as a spiritual discipline.

abstainer, ascetic

ଅର୍ଥ : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି

ଉଦାହରଣ : ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା

ସମକକ୍ଷ : ବାବାଜୀ, ବ୍ରହ୍ମଚାରୀ

संन्यास आश्रम में रहने वाला तथा उसके नियमों का पालन करने वाला व्यक्ति।

चित्रकूट में मेरी मुलाक़ात एक बहुत बड़े संन्यासी से हुई।
अवधू, अवधूत, परिव्राज, परिव्राजक, संन्यासी, सन्नासी

A male religious living in a cloister and devoting himself to contemplation and prayer and work.

monastic, monk

ସନ୍ୟାସୀ   ବିଶେଷଣ

ଅର୍ଥ : ଯିଏ ସନ୍ୟାସ ଗ୍ରହଣ କରେ

ଉଦାହରଣ : ସେ କୁମ୍ଭ ମେଳାରେ କେତେକ ସନ୍ୟାସୀଙ୍କୁ ଭେଟିଲା

ସମକକ୍ଷ : ସାଧୁ

संन्यास आश्रम में प्रवेश करने वाला।

वह कुंभ के मेले में कई संन्यासी लोगों से मिला।
अनिकेत, परिव्राजक, संन्यासी, सन्नासी, सन्यासी

Pertaining to or characteristic of an ascetic or the practice of rigorous self-discipline.

Ascetic practices.
ascetic, ascetical

ଅର୍ଥ : ସନ୍ୟାସୀଙ୍କ ଭଳି

ଉଦାହରଣ : ଶ୍ୟାମ ଜଣେ ଗୃହସ୍ଥ ହୋଇ ମଧ୍ୟସନ୍ୟାସୀ ଜୀବନ ନିର୍ବାହ କରୁଛି

संन्यासी जैसा।

एक गृहस्थ होते हुए भी श्याम संन्यस्त जीवन बिताता है।
संन्यस्त

Pertaining to or characteristic of an ascetic or the practice of rigorous self-discipline.

Ascetic practices.
ascetic, ascetical