ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃତଜ୍ଞ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃତଜ୍ଞ   ବିଶେଷ୍ୟ

ଅର୍ଥ : ସ୍ୱାମୀ ବା ଅନ୍ନଦାତାଙ୍କ କାର୍ଯ୍ୟ ବା ସେବା ସଚ୍ଚୋଟତାର ସହ କରୁଥିବା ଲୋକ

ଉଦାହରଣ : ସମସ୍ତ ଚାକର କୃତଜ୍ଞ ନୁହନ୍ତି

ସମକକ୍ଷ : ସଚ୍ଚୋଟ, ସାଧୁ, ସ୍ୱାମୀଭକ୍ତ

स्वामी या अन्नदाता का कार्य या सेवा ईमानदारी से करनेवाला।

सभी नौकर नमकहलाल नहीं होते।
नमकहलाल, स्वामीभक्त

କୃତଜ୍ଞ   ବିଶେଷଣ

ଅର୍ଥ : ନିଜପ୍ରତି ହୋଇଥିବା ଉପକାର ମାନିବାବାଲା

ଉଦାହରଣ : ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍‌ ଯିବାରୁ ବଞ୍ଚେଇଦେଲେ

ସମକକ୍ଷ : ଅନୁଗୃହୀତ, ଉପକୃତ

अपने साथ किया हुआ उपकार माननेवाला।

मैं आपका कृतज्ञ हूँ कि आपने मुझे जेल जाने से बचा लिया।
आपकी सहायता के लिए मैं सदैव आभारी रहुँगा।
अनुगृहीत, अहसानमंद, आभारक, आभारी, उपकृत, एहसानमंद, कृतज्ञ, धन्यवादी, शाकिर, शुक्रग़ुज़ार, शुक्रगुजार

Feeling or showing gratitude.

A grateful heart.
Grateful for the tree's shade.
A thankful smile.
grateful, thankful

ଅର୍ଥ : କାହାର କୃପା ବା ଉପକାରରେ ସନ୍ତୁଷ୍ଟ

ଉଦାହରଣ : ଆପାଣ ଏହି ଚାକିରୀ ଦେଇ ମୋତେ କୃତଜ୍ଞ କରିଦେଲେ

ସମକକ୍ଷ : କୃତକୃତ୍ୟ, କୃତାର୍ଥ

किसी की कृपा अथवा उपकार से संतुष्ट।

भगवान की कृपा से मैं कृतार्थ जीवन जी रहा हूँ।
कृतकृत्य, कृतार्थ

Feeling or showing gratitude.

A grateful heart.
Grateful for the tree's shade.
A thankful smile.
grateful, thankful