ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାବା   ବିଶେଷ୍ୟ

ଅର୍ଥ : ବୁଢ଼ାଲୋକଙ୍କପାଇଁ ଆଦରସୂଚକ ସମ୍ବୋଧନ

ଉଦାହରଣ : ଶ୍ୟାମ ତାଙ୍କ ବୁଢ଼ା ଚାକରକୁ ଜେଜେ ବୋଲି ଡାକେ ବାବା ! ମୁଁ ଆପଣଙ୍କୁ ରାସ୍ତା ପାରି କରାଇଦେବି କି ?

ସମକକ୍ଷ : ଜେଜେ

बूढ़ों के लिए आदरसूचक संबोधन।

श्याम अपने बूढ़े नौकर को बाबा कहता है।
बाबा ! क्या मैं आपको सड़क पार करा दूँ?
दादा, बाबा

ଅର୍ଥ : ପିତାଙ୍କ ପାଇଁ ସମ୍ବୋଧନ

ଉଦାହରଣ : ଆମେ ଆମର ପିତାଙ୍କୁ ବାପା ବୋଲି ସମ୍ବୋଧନ କରୁ

ସମକକ୍ଷ : ଡାଡି, ବାପା

पिता के लिए संबोधन।

हम लोग अपने पिता को बाबूजी कहते हैं।
अब्बा, अब्बाजान, अब्बू, डैड, डैडी, पापा, पिताजी, बापू, बाबू, बाबूजी

An informal term for a father. Probably derived from baby talk.

dad, dada, daddy, pa, papa, pappa, pop

ଅର୍ଥ : ଜନ୍ମଦାତାଙ୍କପାଇଁ ସମ୍ବୋଧନ ଶବ୍ଦ

ଉଦାହରଣ : ଗାଳି ହେବା ମାତ୍ରେ ଝିଅଟି ବାପା କହି ରଡ଼ିଛାଡ଼ିଲା

ସମକକ୍ଷ : ପାପା, ପିତା, ବାପା

ଅର୍ଥ : ସାଧୁସନ୍ତ ଆଦିଙ୍କପାଇଁ ଆଦରସୂଚକ ସମ୍ବୋଧନ

ଉଦାହରଣ : ଆମ ଗାଁକୁ ଜଣେ ସାଧୁ ବାବା ଆସିଛନ୍ତି

साधु-संतों आदि के लिए आदरसूचक संबोधन।

हमारे गाँव में एक साधु बाबा आए हैं।
बाबा

ଅର୍ଥ : ସାଧୁସନ୍ଥମାନଙ୍କ ପାଇଁ ଏକ ସମ୍ବୋଧନ

ଉଦାହରଣ : ଆଜି ଆମ ଗାଁକୁ ସ୍ୱାମୀ ମାଧବାନନ୍ଦ ଆସିଛନ୍ତି

ସମକକ୍ଷ : ଯୋଗୀ, ସାଧୁ, ସ୍ୱାମୀ

साधु, संतों आदि के लिए संबोधन।

आज हमारे गाँव में स्वामी माधवानंद पधारे हैं।
स्वामी

A Hindu religious teacher. Used as a title of respect.

swami