ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭଦ୍ର   ବିଶେଷ୍ୟ

ଅର୍ଥ : ବିଷ୍ଣୁଙ୍କର ଜଣେ ଦ୍ବାରପାଳ

ଉଦାହରଣ : ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ

विष्णु के एक द्वारपाल।

भद्र का वर्णन पुराणों में मिलता है।
भद्र

An imaginary being of myth or fable.

mythical being

ଅର୍ଥ : ଏକ ଦିଗ୍ଗଜ

ଉଦାହରଣ : ଭଦ୍ର ଉତ୍ତର ଦିଗର ଦିଗ୍ଗଜ

एक दिग्गज।

भद्र उत्तर दिशा के दिग्गज हैं।
भद्र

An imaginary being of myth or fable.

mythical being

ଅର୍ଥ : ଚୋରି ବା ଛଳ କପଟ ନ କରିବା ବ୍ୟକ୍ତି

ଉଦାହରଣ : ଆମେ ଯାହାକୁ ଭଦ୍ର ବୋଲି ଭାବୁଥିଲୁ ସେ ବଡ଼ ଚୋର ବୋଲି ଜଣାପଡ଼ିଲା

ସମକକ୍ଷ : ସଜ୍ଜନ, ସାଧୁ

चोरी या छल-कपट न करनेवाला व्यक्ति।

हम जिसे साहु समझते थे,वह बहुत बड़ा चोर निकला।
साहू

A man of refinement.

gentleman

ଅର୍ଥ : ସ୍ବାୟଂଭୁବ ମନ୍ବନ୍ତରର ବିଷ୍ଣୁଙ୍କଠାରୁ ଜନ୍ମିତ ଏକ ପ୍ରକାର ଦେବତା

ଉଦାହରଣ : ଭଦ୍ରଙ୍କର ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : ତୁଷିତ

स्वायंभुव मन्वंतर के विष्णु से उत्पन्न एक प्रकार के देवता।

भद्र का वर्णन पुराणों में मिलता है।
तुषित, भद्र

A deity worshipped by the Hindus.

hindu deity

ଅର୍ଥ : ବଳଦେବଙ୍କର ଜଣେ ସହୋଦର ଭାଇ

ଉଦାହରଣ : ଭଦ୍ରଙ୍କ ବର୍ଣ୍ଣନା ପୁରାଣରେ ମିଳେ

बलदेव के एक सहोदर भाई।

भद्र का वर्णन पुराणों में मिलता है।
भद्र

An imaginary being of myth or fable.

mythical being

ଭଦ୍ର   ବିଶେଷଣ

ଅର୍ଥ : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ

ଉଦାହରଣ : ରାମ ଜଣେ ଭଦ୍ର ବ୍ୟକ୍ତି

ସମକକ୍ଷ : ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ, ସୁଶୀଳ

ଅର୍ଥ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍‌ ଏବଂ ପ୍ରିୟ ବ୍ୟବହାର କରେ

ଉଦାହରଣ : ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ

ସମକକ୍ଷ : ଭଲ, ସଜ୍ଜନ, ସୁଶୀଳ

जो सबके साथ अच्छा,उचित एवं प्रिय व्यवहार करता हो।

सज्जन व्यक्ति हर हालत में दूसरों का भला करते हैं।
अशठ, नेक, भद्र, भला, शरीफ, शरीफ़, शीलवान, सज्जन, सयण, सुप्रतीक

Having an easygoing and cheerful disposition.

Too good-natured to resent a little criticism.
The good-natured policeman on our block.
The sounds of good-natured play.
good-natured