ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପକରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପକରଣ   ବିଶେଷ୍ୟ

ଅର୍ଥ : କିଛି ମପାଯିବାର ଉପକରଣ

ଉଦାହରଣ : ଏହା ଏକ ଲିଟରର ମାପକ

ସମକକ୍ଷ : ତୁଳଯନ୍ତ୍ର, ମାପ, ମାପକ

वह साधन जिससे कुछ मापा जाए।

यह एक लीटर का मापक है।
नाप, पैमाना, मपना, मात्रा, माप, मापक, मापक उपकरण, मापन उपकरण, मापित्र

Instrument that shows the extent or amount or quantity or degree of something.

measuring device, measuring instrument, measuring system

ଅର୍ଥ : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ

ଉଦାହରଣ : କୁରାଢ଼ି ଏକ ସାମାନ୍ୟ ଉପକରଣ

ସମକକ୍ଷ : ସାଧନ, ହତିଆର

वह साधन जिससे कोई किसी कार्य को करता है।

कुल्हाड़ी एक सामान्य औजार है।
आलत, उपकरण, औंजार, औज़ार, औजार, करण, प्रयोग, साधन, हथियार

A device that requires skill for proper use.

instrument