ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହତିଆର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହତିଆର   ବିଶେଷ୍ୟ

ଅର୍ଥ : ଯୁଦ୍ଧପାଇଁ ବ୍ୟବହୃତ ହତିଆର

ଉଦାହରଣ : ଭାରତ ବିଦେଶରୁ ଅସ୍ତ୍ର-ଶସ୍ତ୍ର କିଣୁଛି

ସମକକ୍ଷ : ଅସ୍ତ୍ର-ଶସ୍ତ୍ର, ଆୟୁଧ

लड़ाई के हथियार या साधन।

भारत विदेशों से अस्त्र-शस्त्र खरीदता है।
असलहा, अस्त्र, अस्त्र शस्त्र, अस्त्र-शस्त्र, आयस, आयुध, विधु, शस्त्रास्त्र, सस्य, साज, साज़, हथियार

Weapons considered collectively.

arms, implements of war, munition, weaponry, weapons system

ଅର୍ଥ : ଯେଉଁ ବ୍ୟକ୍ତିକୁ ନିଜର ଲାଭପାଇଁ ବ୍ୟବହାର କରାଯାଏ

ଉଦାହରଣ : ସେ ମୋତେ ନିର୍ବାଚନ ସମୟରେ ଅସ୍ତ୍ରଭାବେ ବ୍ୟବହାର କଲା

ସମକକ୍ଷ : ଅସ୍ତ୍ର

वह व्यक्ति जिसे अपने लाभ के लिए उपयोग में लाया जाए।

उसने मुझे निर्वाचन के समय मोहरा बनाया।
मोहरा, हथियार

A person used by another to gain an end.

cat's-paw, instrument, pawn

ଅର୍ଥ : ଏକ ପ୍ରକାର ଅସ୍ତ୍ର ଯାହାକୁ ଶତ୍ରୁ ଉପରକୁ ଫୋପଡ଼ା ଯାଏ

ଉଦାହରଣ : ବାଣ ଏକ ଅସ୍ତ୍ର

ସମକକ୍ଷ : ଅସ୍ତ୍ର

वह हथियार जो शत्रु पर फेंक कर चलाया जाए।

बाण एक अस्त्र है।
अस्त्र, प्रहरण

A weapon that is forcibly thrown or projected at a targets but is not self-propelled.

missile, projectile

ଅର୍ଥ : କେହି କୌଣସି କାର୍ଯ୍ୟ କରିବାପାଇଁ ବ୍ୟବହାର କରୁଥିବା ସାଧନ

ଉଦାହରଣ : କୁରାଢ଼ି ଏକ ସାମାନ୍ୟ ଉପକରଣ

ସମକକ୍ଷ : ଉପକରଣ, ସାଧନ

वह साधन जिससे कोई किसी कार्य को करता है।

कुल्हाड़ी एक सामान्य औजार है।
आलत, उपकरण, औंजार, औज़ार, औजार, करण, प्रयोग, साधन, हथियार

A device that requires skill for proper use.

instrument