ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଧ୍ୟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଧ୍ୟମ   ବିଶେଷ୍ୟ

ଅର୍ଥ : ଅନ୍ୟ ଉପରେ ଭରସା ରଖିବା ବା ବିଶ୍ବାସ କରିବା

ଉଦାହରଣ : ରାମ ନାମର ମାଧ୍ୟମରେ ମନୁଷ୍ୟ ଏହି ଜଗତର କଷ୍ଟରୁ ମୁକ୍ତ ରହିଥାଏ

किसी पर रखा जानेवाला भरोसा या किया जानेवाला पूरा विश्वास।

राम नाम का आलंब ही मनुष्य को इस जगत की पीड़ा से मुक्त रखता है।
अलंब, अलम्ब, आलंब, आलम्ब

Complete confidence in a person or plan etc.

He cherished the faith of a good woman.
The doctor-patient relationship is based on trust.
faith, trust

ଅର୍ଥ : ଯାହାଦ୍ୱାରା ବା ଯାହାସାହାଯ୍ୟରେ କୌଣସି କାର୍ଯ୍ୟଆଦି ସିଦ୍ଧ ହୁଏ

ଉଦାହରଣ : ବାହାନ ଯାତ୍ରାର ସାଧନ

ସମକକ୍ଷ : ଜରିଆ, ସାଧନ

वह जिसके द्वारा या जिसकी सहायता से कोई कार्य आदि सिद्ध होता है।

वाहन यात्रा का साधन है।
जरिआ, जरिया, जरीआ, जरीया, ज़रिआ, ज़रिया, ज़रीआ, ज़रीया, माध्य, माध्यम, वसीला, साधक, साधन

An instrumentality for accomplishing some end.

means