ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
ଉଦାହରଣ : ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ସମକକ୍ଷ : ବନ୍ଧୁ, ବାନ୍ଧବ, ମିତ, ମିତ୍ର, ସଖା, ସଙ୍ଗୀ, ସହଚର
प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।
A person you know well and regard with affection and trust.
ଅର୍ଥ : ଯିଏ ସାଥିରେ ରହେ
ଉଦାହରଣ : ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ସମକକ୍ଷ : ସଖା, ସହଚର, ସାଙ୍ଗ
वह जो साथ रहता या (किसी विशिष्ट योग्यता वाला) कार्य करता हो।
ଅର୍ଥ : କୌଣସି ପୁରୁଷ ସହିତ ମିତ୍ର ବା ପତ୍ନୀ ରୂପେ, ବା କୌଣସି ସ୍ତ୍ରୀ ସହିତ ମିତ୍ର ରୂପରେ ରହୁଥିବା ସ୍ତ୍ରୀ
ଉଦାହରଣ : ପତ୍ନୀ ପତିର ଜୀବନ ସହଚରୀ ହୋଇଥାଏ
ସମକକ୍ଷ : ସଙ୍ଗିନୀ, ସହଚରୀ
साथ रहने वाली स्त्री।
Any female friend.
ଅର୍ଥ : ମହିଳା ମିତ୍ର
ଉଦାହରଣ : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ସମକକ୍ଷ : ବାନ୍ଧବୀ, ସଖୀ, ସହଚରୀ, ସାଙ୍ଗ
महिला मित्र।
ଅର୍ଥ : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
ଉଦାହରଣ : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
ସମକକ୍ଷ : ଏକତ୍ର, ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ
समूह के रूप में या एक-दूसरे के संग।
In each other's company.
ସଂସ୍ଥାପନ କରନ୍ତୁ