ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିତ୍ର   ବିଶେଷ୍ୟ

ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ

ଉଦାହରଣ : ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ

ସମକକ୍ଷ : ବନ୍ଧୁ, ବାନ୍ଧବ, ମିତ, ସଖା, ସଙ୍ଗୀ, ସହଚର, ସାଥୀ

प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।

सच्चे मित्र की परीक्षा आपत्ति-काल में होती है।
अभिसर, अविरोधी, असामी, इयारा, इष्ट, ईठ, दोस्त, दोस्तदार, बंधु, बन्धु, बाँधव, बांधव, बान्धव, मितवा, मित्र, मीत, यार, संगतिया, संगाती, संगी, सखा, सहचर, साथी, सुहृद, हमजोली, हितैषी

A person you know well and regard with affection and trust.

He was my best friend at the university.
friend

ଅର୍ଥ : ଏକ ବୈଦିକ ଦେବତା

ଉଦାହରଣ : ମିତ୍ର ବାରଜଣ ଆଦିତ୍ୟଙ୍କ ମଧ୍ୟରେ ଜଣେ

एक वैदिक देवता।

मित्र बारह आदित्यों में से एक हैं।
मित्र, मित्र देव, मित्र देवता

Hindu god of friendship and alliances. Usually invoked together with Varuna as a supporter of heaven and earth.

mitra