ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସହଚରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସହଚରୀ   ବିଶେଷ୍ୟ

ଅର୍ଥ : କୌଣସି ପୁରୁଷ ସହିତ ମିତ୍ର ବା ପତ୍ନୀ ରୂପେ, ବା କୌଣସି ସ୍ତ୍ରୀ ସହିତ ମିତ୍ର ରୂପରେ ରହୁଥିବା ସ୍ତ୍ରୀ

ଉଦାହରଣ : ପତ୍ନୀ ପତିର ଜୀବନ ସହଚରୀ ହୋଇଥାଏ

ସମକକ୍ଷ : ସଙ୍ଗିନୀ, ସାଥୀ

साथ रहने वाली स्त्री।

मैं अपनी सहचरी से सब तरह की बातें नहीं कर सकता।
संगिनी, सहगामिनी, सहचरी, सुआसिन, सुआसिनी

Any female friend.

Mary and her girlfriend organized the party.
girlfriend

ଅର୍ଥ : ମହିଳା ମିତ୍ର

ଉଦାହରଣ : ଗୀତା ଆଜି ତା‌ ବାନ୍ଧବୀକୁ ଭେଟିବାପାଇଁ ଯାଉଛି

ସମକକ୍ଷ : ବାନ୍ଧବୀ, ସଖୀ, ସାଙ୍ଗ, ସାଥୀ

महिला मित्र।

आज गीता अपनी सहेली से मिलने जा रही है।
अलि, अली, आलि, आली, ईठि, सखी, सहचरी, सहेली, हमजोली, हेली

Any female friend.

Mary and her girlfriend organized the party.
girlfriend