ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ସାଥିରେ ରହେ
ଉଦାହରଣ : ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ସମକକ୍ଷ : ସଖା, ସହଚର, ସାଥୀ
वह जो साथ रहता या (किसी विशिष्ट योग्यता वाला) कार्य करता हो।
ଅର୍ଥ : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
ଉଦାହରଣ : ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
ସମକକ୍ଷ : ସଙ୍ଗତ, ସଙ୍ଗତି
बाजा बजाकर गाने वाले के काम में या गाकर सहायता देने की क्रिया।
ଅର୍ଥ : ଏକ ପ୍ରକାରର ଛୋଟ ବର୍ଚ୍ଛା
ଉଦାହରଣ : ଶିକାରୀ ସାଙ୍ଗଦ୍ୱାରା ବାର୍ହା ଉପରେ ଆକ୍ରମଣ କଲା
ସମକକ୍ଷ : ଶକ୍ତି
एक प्रकार की बरछी।
ଅର୍ଥ : ମହିଳା ମିତ୍ର
ଉଦାହରଣ : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ସମକକ୍ଷ : ବାନ୍ଧବୀ, ସଖୀ, ସହଚରୀ, ସାଥୀ
महिला मित्र।
Any female friend.
ଅର୍ଥ : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
ଉଦାହରଣ : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
ସମକକ୍ଷ : ଏକତ୍ର, ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଥୀ
समूह के रूप में या एक-दूसरे के संग।
In each other's company.
ସଂସ୍ଥାପନ କରନ୍ତୁ