ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ସ୍ତ୍ରୀର ବନ୍ଧୁ ହୋଇଥିବା ପୁରୁଷ
ଉଦାହରଣ : ମୋ ପୁରୁଷ ବନ୍ଧୁମାନଙ୍କ ମଧ୍ୟରେ ରମେଶ ସବୁଠାରୁ ଭଲ
ସମକକ୍ଷ : ପୁରୁଷ ବନ୍ଧୁ
वह पुरुष जो किसी स्त्री का रूमानी ढंग से मित्र हो।
ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
ଉଦାହରଣ : ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ସମକକ୍ଷ : ବନ୍ଧୁ, ମିତ, ମିତ୍ର, ସଖା, ସଙ୍ଗୀ, ସହଚର, ସାଥୀ
प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।
A person you know well and regard with affection and trust.
ଅର୍ଥ : ସେହି ବ୍ୟକ୍ତି ଯାହା ସହିତ କୌଣସି ସଂପର୍କ ଅଛି
ଉଦାହରଣ : ମୋର ଜଣେ ସଂପର୍କୀୟ ଦିଲ୍ଲୀରେ ରହନ୍ତି
ସମକକ୍ଷ : ସଂପର୍କୀୟ, ସମ୍ପର୍କୀୟ, ସ୍ୱଜନ
वह व्यक्ति जिससे कोई रिश्ता हो।
A person related by blood or marriage.
ସଂସ୍ଥାପନ କରନ୍ତୁ