ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ
ଉଦାହରଣ : ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ
ସମକକ୍ଷ : ବନ୍ଧୁ, ବାନ୍ଧବ, ମିତ, ମିତ୍ର, ସଙ୍ଗୀ, ସହଚର, ସାଥୀ
प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।
A person you know well and regard with affection and trust.
ଅର୍ଥ : ଯିଏ ସାଥିରେ ରହେ
ଉଦାହରଣ : ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ସମକକ୍ଷ : ସହଚର, ସାଙ୍ଗ, ସାଥୀ
वह जो साथ रहता या (किसी विशिष्ट योग्यता वाला) कार्य करता हो।
ସଂସ୍ଥାପନ କରନ୍ତୁ