ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଙ୍ଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଙ୍ଗୀ   ବିଶେଷ୍ୟ

ଅର୍ଥ : ଯେ ସବୁ କଥାରେ ସହାୟକ ବା ଶୁଭଚିନ୍ତକ

ଉଦାହରଣ : ପ୍ରକୃତ ବନ୍ଧୁର ପରୀକ୍ଷା ବିପଦ ସମୟରେ ହୋଇଥାଏ

ସମକକ୍ଷ : ବନ୍ଧୁ, ବାନ୍ଧବ, ମିତ, ମିତ୍ର, ସଖା, ସହଚର, ସାଥୀ

प्रायः समान अवस्था का वह व्यक्ति जिससे स्नेहपूर्ण संबंध हो तथा जो सब बातों में सहायक और शुभचिन्तक हो।

सच्चे मित्र की परीक्षा आपत्ति-काल में होती है।
अभिसर, अविरोधी, असामी, इयारा, इष्ट, ईठ, दोस्त, दोस्तदार, बंधु, बन्धु, बाँधव, बांधव, बान्धव, मितवा, मित्र, मीत, यार, संगतिया, संगाती, संगी, सखा, सहचर, साथी, सुहृद, हमजोली, हितैषी

A person you know well and regard with affection and trust.

He was my best friend at the university.
friend

ଅର୍ଥ : ମିଳିମିଶି ଖେଳୁଥିବା ଖେଳରେ ନିଜ ସାଙ୍ଗରେ ଖେଳୁଥିବା ଖେଳାଳି

ଉଦାହରଣ : ତାସ ଖେଳିବା ସମୟରେ ମୋ ସ୍ୱାମୀ ମୋର ଗୁଇଁ ହୁଅନ୍ତି

ସମକକ୍ଷ : ଅଂଶୀଦାର, ଗୁଇଁ, ଭାଗୀଦାର, ଯୋଡ଼ିଦାର

एक साथ मिलकर खेलनेवाले खेल में अपनी ओर से खेलनेवाला खिलाड़ी।

ताश खेलते समय मेरे पति मेरे गुइयाँ होते हैं।
इस खेल में रमेश मेरा गुइयाँ रहेगा।
गुइयाँ, गोइयाँ, जोड़ीदार, पिट्ठू

ଅର୍ଥ : ଯେ ସଦାବେଳେ କାହା ସହିତ ରହନ୍ତି

ଉଦାହରଣ : ରାମ ଓ ଶ୍ୟାମ ଅସଲ ଯୋଡ଼ିଦାର, ଯେଉଁଆଡ଼େ ଗଲେ ବି ଏକାଠି ଯାଆନ୍ତି

ସମକକ୍ଷ : ଯୋଡ଼ି, ଯୋଡ଼ିଦାର

वह जो हमेशा किसी के साथ रहता हो।

राम और श्याम असली जोड़ीदार हैं जहाँ भी जाते हैं साथ ही जाते हैं।
जोड़िया, जोड़ीदार, हमजोली