ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଖୀ   ବିଶେଷ୍ୟ

ଅର୍ଥ : ଏକ ମାତ୍ରା ଛନ୍ଦ

ଉଦାହରଣ : ସଖୀର ପ୍ରତ୍ୟେକ ପାଦରେ ଚଉଦଟି ମାତ୍ରା ଏବଂ ଶେଷରେ ଗୋଟିଏ ମଗଣ ଅବା ୟଗଣ ହୋଇଥାଏ

एक मात्रिक छंद।

सखी के प्रत्येक चरण में चौदह मात्राएँ एवं अंत में एक मगण या यगण होता है।
सखी

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ସାହିତ୍ୟରେ ନାୟିକା ସହିତ ରହୁଥିବା ଯେଉଁ ସ୍ତ୍ରୀକୁ ନାୟିକା ନିଜ ମନର ସବୁ କଥା କହେ

ଉଦାହରଣ : ରାଜକୁମାରୀ ନିଜ ସଖୀଙ୍କ ସହିତ ଉଦ୍ୟାନରେ ବାର୍ତ୍ତାଳାପ କରୁଥିଲେ

साहित्य में नायिका के साथ रहनेवाली वह स्त्री जिससे वह अपने मन की सब बातें कहती है।

राजकुमारी अपनी सखी के साथ उद्यान में वार्तालाप कर रही थीं।
सखी

ଅର୍ଥ : ମହିଳା ମିତ୍ର

ଉଦାହରଣ : ଗୀତା ଆଜି ତା‌ ବାନ୍ଧବୀକୁ ଭେଟିବାପାଇଁ ଯାଉଛି

ସମକକ୍ଷ : ବାନ୍ଧବୀ, ସହଚରୀ, ସାଙ୍ଗ, ସାଥୀ

महिला मित्र।

आज गीता अपनी सहेली से मिलने जा रही है।
अलि, अली, आलि, आली, ईठि, सखी, सहचरी, सहेली, हमजोली, हेली

Any female friend.

Mary and her girlfriend organized the party.
girlfriend