ଅର୍ଥ : ଯେଉଁଥିରେ ଉତ୍ତେଜନା ନାହିଁ
ଉଦାହରଣ :
ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
ସମକକ୍ଷ : ଉତ୍ତେଜନାଶୂନ୍ୟ, ଶୀତଳ
ଅର୍ଥ : ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ଉଦାହରଣ :
ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
ସମକକ୍ଷ : ଶାନ୍ତ