ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦମିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦମିତ   ବିଶେଷଣ

ଅର୍ଥ : ଯାହା ଜଳନ୍ତା ବା ଦାଉଦାଉ ହେଉ ନଥାଏ

ଉଦାହରଣ : ନିଆଁ ଧିରେଧିରେ ଥଣ୍ଡା ହୋଇଗଲା

ସମକକ୍ଷ : ଉପଶମିତ, ଥଣ୍ଡା, ଶମିତ, ଶାନ୍ତ

जो जलता या दहकता हुआ न हो।

वह ठंडी आग पर पानी डाल रहा है।
ठंडा, ठंढा, ठण्डा, ठण्ढा, ठन्डा, ठन्ढा, शमित, शांत, शान्त

ଅର୍ଥ : ଯାହାକୁ ଦମନ କରାଯାଇଛି

ଉଦାହରଣ : ବର୍ଷବର୍ଷ ଧରି ଦମିତ ମଜୁରିଆମାନେ ହଠାତ୍‌ ଦିନେ ବିଦ୍ରୋହ କଲେ ଦମିତ ବ୍ୟକ୍ତି ଭିତରେଭିତରେ ନିଆଁ ଭଳି ଜଳୁଥାଏ

जिसका दमन किया गया हो।

वर्षों से दमित मज़दूरों ने आखिर एक दिन विद्रोह कर ही दिया।
दमित व्यक्ति अंदर ही अंदर आग की तरह सुलगता रहता है।
दमित

Characterized by or showing the suppression of impulses or emotions.

Her severe upbringing had left her inhibited.
A very inhibited young man, anxious and ill at ease.
Their reactions were partly the product of pent-up emotions.
Repressed rage turned his face scarlet.
pent-up, repressed

ଅର୍ଥ : ଯାହା ଦବେଇ ଦିଆଯାଇଛି

ଉଦାହରଣ : ଜେଜି ମାଆ ତକିଆ ତଳେ ସଂବୃତ ଧନର ପୋଟଳା ବାହାରକରି ମୋତେ ଦେଇ ଦେଲା

ସମକକ୍ଷ : ଗୁପ୍ତ, ଲୁକ୍‌କାୟିତ, ସଂବୃତ

जो दबाया हुआ हो।

दादी ने तकिये के नीचे से संवृत धन की पोटली निकालकर मुझे थमा दिया।
दबाया, दबाया हुआ, संवृत

Designed to elude detection.

A hidden room or place of concealment such as a priest hole.
A secret passage.
The secret compartment in the desk.
hidden, secret

ଅର୍ଥ : ସଂଯମ ଦ୍ୱାରା ନିୟନ୍ତ୍ରଣ କରାଯାଇଥିବା

ଉଦାହରଣ : ସଂଯମୀ ବ୍ୟକ୍ତିର ମନ ସଂଯମିତ ହୋଇଥାଏ

ସମକକ୍ଷ : ନିରୋଦ୍ଧିତ, ସଂଯମିତ

संयम के द्वारा रोका हुआ।

संयमी का मन संयमित होता है।
संयमित