ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନିଆ   ବିଶେଷ୍ୟ

ଅର୍ଥ : ଏକ ଛୋଟ ପକ୍ଷୀ

ଉଦାହରଣ : ଚିଡ଼ିଆଖାନାରେ ମୁଁ ଫକ୍‌ର ଫକ୍‌ର ହୋଇ ଉଡ଼ୁଥିବା ମୁନିଆକୁ ବି ଦେଖିଲି

एक छोटी चिड़िया।

चिड़ियाघर में हमने फुदकती मुनिया को भी देखा।
नकलनोर, मुनिया, मुनियाँ, रायमुनि, रायमुनी, लाल, लाल मुनियाँ

Any of numerous small songbirds with short stout bills adapted for crushing seeds.

finch

ମୁନିଆ   ବିଶେଷଣ

ଅର୍ଥ : ଯେଉଁଥିରେ ମୁନ ଥାଏ

ଉଦାହରଣ : ଭାଲ ଗୋଟିଏ ମୁନିଆ ଅସ୍ତ୍ର

ସମକକ୍ଷ : ମୁନଯୁକ୍ତ

जिसमें नोक हो।

भाला एक नुकीला हथियार है।
अनियारा, नुकीला, नोंकदार, नोकदार, नोकीला, पैना, शित

Having a point.

pointed

ଅର୍ଥ : ଛୁଞ୍ଚି ଆକାରର ଅର୍ଥାତ ଲମ୍ବା ଏବଂ ମୁନିଆ

ଉଦାହରଣ : ଏହି ଗୃହ ମୁନିଆ ସ୍ତମ୍ବ ଉପରେ ଠିଆ ହୋଇଛି

ସମକକ୍ଷ : ମୁନଯୁକ୍ତ, ଶାଣିତ

सूई के आकार का यानि लंबा और नुकीला।

यह भवन सूच्याकार स्तंभों पर टिका हुआ है।
सूच्याकार

Narrow and long and pointed. As pine leaves.

acerate, acerose, acicular, needle-shaped