ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁନଯୁକ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁନଯୁକ୍ତ   ବିଶେଷଣ

ଅର୍ଥ : ଯେଉଁଥିରେ ମୁନ ଥାଏ

ଉଦାହରଣ : ଭାଲ ଗୋଟିଏ ମୁନିଆ ଅସ୍ତ୍ର

ସମକକ୍ଷ : ମୁନିଆ

जिसमें नोक हो।

भाला एक नुकीला हथियार है।
अनियारा, नुकीला, नोंकदार, नोकदार, नोकीला, पैना, शित

Having a point.

pointed

ଅର୍ଥ : ଛୁଞ୍ଚି ଆକାରର ଅର୍ଥାତ ଲମ୍ବା ଏବଂ ମୁନିଆ

ଉଦାହରଣ : ଏହି ଗୃହ ମୁନିଆ ସ୍ତମ୍ବ ଉପରେ ଠିଆ ହୋଇଛି

ସମକକ୍ଷ : ମୁନିଆ, ଶାଣିତ

सूई के आकार का यानि लंबा और नुकीला।

यह भवन सूच्याकार स्तंभों पर टिका हुआ है।
सूच्याकार

Narrow and long and pointed. As pine leaves.

acerate, acerose, acicular, needle-shaped