ଅର୍ଥ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
ଉଦାହରଣ :
ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
ସମକକ୍ଷ : ମୁଖ
ଅର୍ଥ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
ଉଦାହରଣ :
ଏହି ବୋତଲର ମୁହଁ ବହୁତ ସରୁଆ
ସମକକ୍ଷ : ମୁଖ
ଅର୍ଥ : କୌଣସି ବସ୍ତୁର ସାମନା ବା ଉପର ଭାଗ ବା ଯେଉଁ ଭାଗରେ ଏହାର ଉପଯୋଗ କରାଯାଏ
ଉଦାହରଣ :
ଏହି କମ୍ପ୍ୟୁଟରର ମୁହଁକୁ ମୋ ଆଡକୁ ଘୁରାଇ ଦିଅ
ସମକକ୍ଷ : ମୁଖ