ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖମଣ୍ଡଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖମଣ୍ଡଳ   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତିର ଚେହେରାରୁ ପ୍ରକଟ ହେଉଥିବା ଭାବ

ଉଦାହରଣ : ଆପଣଙ୍କ ହାବଭାବରୁ ଆପଣ ରାଗିଲା ଭଳି ଲାଗୁଛନ୍ତି

ସମକକ୍ଷ : ଚେହେରା, ମୁଖାଭିବ୍ୟକ୍ତି, ହାବଭାବ

किसी व्यक्ति के चेहरे से प्रकट होने वाला भाव।

आपकी शक्ल बता रही है कि आप गुस्से में हैं।
चेहरा, चेहरे का हाव-भाव, मुख मंडल, मुखाभिव्यंजना, मुखाभिव्यक्ति, शकल, शक्ल

The feelings expressed on a person's face.

A sad expression.
A look of triumph.
An angry face.
aspect, expression, face, facial expression, look

ଅର୍ଥ : ଚେହେରାର ଆକାର

ଉଦାହରଣ : ତାର ମୁଖମଣ୍ଡଳ ମାଙ୍କଡ଼ ଭଳି

ସମକକ୍ଷ : ମୁଖାକୃତି

चेहरे का आकार।

उसकी मुखाकृति बंदर जैसी है।
मुखाकृति

ଅର୍ଥ : ସୁନ୍ଦର ମୁଖ

ଉଦାହରଣ : ରାଜା ଶାନ୍ତନୁ ସତ୍ୟବତୀଙ୍କ ସୁମୁଖ ଦେଖି ମୁଗ୍ଧ ହୋଇଗଲେ

ସମକକ୍ଷ : ବଦନ, ମୁହଁ, ସୁମୁଖ

सुन्दर मुख।

राजा शांतनु सत्यवती के सुमुख पर मुग्ध हो गए।
वरानन, सुमुख