ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁମୁଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁମୁଖ   ବିଶେଷ୍ୟ

ଅର୍ଥ : ରାମଙ୍କ ସେନାର ଜଣେ ଶକ୍ତିଶାଳୀ ବାନର

ଉଦାହରଣ : ରାମାୟଣରେ ସୁମୁଖଙ୍କ ବର୍ଣ୍ଣନା ମିଳେ

राम की सेना का एक वानर जो बहुत ही वीर था।

सुमुख का वर्णन रामायण में मिलता है।
सुमुख

An imaginary being of myth or fable.

mythical being

ଅର୍ଥ : ସୁନ୍ଦର ମୁଖ

ଉଦାହରଣ : ରାଜା ଶାନ୍ତନୁ ସତ୍ୟବତୀଙ୍କ ସୁମୁଖ ଦେଖି ମୁଗ୍ଧ ହୋଇଗଲେ

ସମକକ୍ଷ : ବଦନ, ମୁଖମଣ୍ଡଳ, ମୁହଁ

सुन्दर मुख।

राजा शांतनु सत्यवती के सुमुख पर मुग्ध हो गए।
वरानन, सुमुख