ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖ   ବିଶେଷ୍ୟ

ଅର୍ଥ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ

ଉଦାହରଣ : ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ

ସମକକ୍ଷ : ମୁହଁ

चेहरे पर बाहर से दिखाई देनेवाला मुँह का भाग जिसमें बाहरी नीचे और ऊपर के ओंठ शामिल हैं।

उसने बड़बड़ाते आदमी के मुँह पर मारा।
अध्यापक द्वारा अपने मुँह पर अंगुली रखते ही कक्षा में चुप्पी छा गई।
मुँह, मुख

The externally visible part of the oral cavity on the face and the system of organs surrounding the opening.

She wiped lipstick from her mouth.
mouth

ଅର୍ଥ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ

ଉଦାହରଣ : ଏହି ବୋତଲର ମୁହଁ ବହୁତ ସରୁଆ୤

ସମକକ୍ଷ : ମୁହଁ

किसी वस्तु का ऊपरी या बाहरी खुला हुआ भाग जहाँ से कोई वस्तु आदि अंदर जाती या बाहर निकलती है।

इस बोतल का मुँह बहुत पतला है।
मुँह, मुख

An opening that resembles a mouth (as of a cave or a gorge).

He rode into the mouth of the canyon.
They built a fire at the mouth of the cave.
mouth

ଅର୍ଥ : କୌଣସି ଭବନ ଆଦିର ମୁଖ୍ୟ ପ୍ରବେଶ ଦ୍ୱାର

ଉଦାହରଣ : ଏହି କିଲ୍ଲାର ମୁହଁ ଉତ୍ତର ଆଡକୁ ରହିଛି୤

ସମକକ୍ଷ : ମୁହଁ

किसी भवन आदि का मुख्य प्रवेश द्वार।

इस किले का मुँह उत्तर की ओर है।
मुँह, मुख

A vertical surface of a building or cliff.

face

ଅର୍ଥ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ

ଉଦାହରଣ : ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା

ସମକକ୍ଷ : ଆନନ, ବଦନ, ମୁଁହ

वह अंग जिससे प्राणी बोलते और भोजन करते हैं।

वह इतना डर गया था कि उसके मुँह से आवाज़ ही नहीं निकल रही थी।
अवारी, आस्य, तुंडि, तुण्डि, मुँह, मुख, वक्त्र

The opening through which food is taken in and vocalizations emerge.

He stuffed his mouth with candy.
mouth, oral cavity, oral fissure, rima oris

ଅର୍ଥ : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି

ଉଦାହରଣ : ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି

ସମକକ୍ଷ : ପେଟ, ମୁହଁ

भोजन का उपभोक्ता माना जानेवाला व्यक्ति।

मुझे सात मुँहों को खिलाना पड़ता है।
पेट, मुँह, मुख

A person conceived as a consumer of food.

He has four mouths to feed.
mouth

ଅର୍ଥ : କୌଣସି ବସ୍ତୁର ସାମନା ବା ଉପର ଭାଗ ବା ଯେଉଁ ଭାଗରେ ଏହାର ଉପଯୋଗ କରାଯାଏ

ଉଦାହରଣ : ଏହି କମ୍ପ୍ୟୁଟରର ମୁହଁକୁ ମୋ ଆଡକୁ ଘୁରାଇ ଦିଅ୤

ସମକକ୍ଷ : ମୁହଁ

किसी वस्तु आदि के सामने का या अग्र भाग या वह भाग जिधर से उसका उपयोग हो।

इस कम्प्यूटर का मुँह मेरी तरफ घुमा दो।
मुहम्मद शाह के घर का रुख़ किधर है?
आस्य, चेहरा, मुँह, मुख, रुख, रुख़

The striking or working surface of an implement.

face