ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ଉଦାହରଣ : ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ସମକକ୍ଷ : ଆନନ, ଚେହେରା, ମୁଖ ମଣ୍ଡଳ, ମୁହଁ
गले के ऊपर के अंग का अगला भाग।
The front of the human head from the forehead to the chin and ear to ear.
ଅର୍ଥ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ଉଦାହରଣ : ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
ସମକକ୍ଷ : ଆନନ, ମୁଁହ, ମୁଖ
वह अंग जिससे प्राणी बोलते और भोजन करते हैं।
The opening through which food is taken in and vocalizations emerge.
ଅର୍ଥ : ସୁନ୍ଦର ମୁଖ
ଉଦାହରଣ : ରାଜା ଶାନ୍ତନୁ ସତ୍ୟବତୀଙ୍କ ସୁମୁଖ ଦେଖି ମୁଗ୍ଧ ହୋଇଗଲେ
ସମକକ୍ଷ : ମୁଖମଣ୍ଡଳ, ମୁହଁ, ସୁମୁଖ
सुन्दर मुख।
ସଂସ୍ଥାପନ କରନ୍ତୁ