ଅର୍ଥ : ପୋଲା ବସ୍ତୁର ଭିତର ବା ଖାଲି ଅଂଶ
ଉଦାହରଣ :
ଢୋଲର ପେଟ ତା ଆକାର ଅନୁସାରେ ଛୋଟ କିମ୍ବା ବଡ଼ ହୋଇଥାଏ
ଅର୍ଥ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
ଉଦାହରଣ :
ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
ଅର୍ଥ : ଜାହାଜ ବା ନାଆର ଢାଞ୍ଚା
ଉଦାହରଣ :
ଜାହାଜର ପେଟର ଅଧିକାଂଶ ପାଣିରେ ରହେ