ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା କମ୍ ନୁହେଁ
ଉଦାହରଣ : ସେ ତାର ସାଙ୍ଗକୁ ମନେଇବା ପାଇଁ ସଂପୂର୍ଣ୍ଣ ପ୍ରଯତ୍ନ କଲା
ସମକକ୍ଷ : ପୂରା, ସଂପୂର୍ଣ୍ଣ
जिसमें कमी न हो।
ଅର୍ଥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
ଉଦାହରଣ : ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
ସମକକ୍ଷ : ପରିପୂରିତ, ପରିପୂର୍ଣ୍ଣ, ପୂର୍ଣ୍ଣ, ଭରା
जो पूरी तरह से पूर्ण या भरा हुआ हो या जिसमें कोई कमी न हो।
Completed to perfection.
ଅର୍ଥ : ପୂରାପୂରି ଭରିଥିବା
ଉଦାହରଣ : ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
ସମକକ୍ଷ : ପୂର୍ଣ୍ଣ, ଭର୍ତ୍ତି
पूरी तरह से भरा हुआ।
Containing as much or as many as is possible or normal.
ସଂସ୍ଥାପନ କରନ୍ତୁ