ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭର୍ତ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭର୍ତ୍ତି   ବିଶେଷଣ

ଅର୍ଥ : ପୂରାପୂରି ଭରିଥିବା

ଉଦାହରଣ : ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା

ସମକକ୍ଷ : ପୂର୍ଣ୍ଣ, ଭରପୂର

पूरी तरह से भरा हुआ।

उसने मेरे हाथ में दूध से भरपूर गिलास थमा दिया।
भरपूर

Containing as much or as many as is possible or normal.

A full glass.
A sky full of stars.
A full life.
The auditorium was full to overflowing.
full

ଅର୍ଥ : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା

ଉଦାହରଣ : ପୋଖରୀ ପାଣିରେ ଭର୍ତ୍ତି ହୋଇଛି

ସମକକ୍ଷ : ପୂର୍ଣ୍ଣ

जितना अधिक से अधिक समाया जा सकता हो उतना समाया हुआ।

पानी से भरे तालाब में तैरने का मज़ा ही कुछ और होता है।
आपूर, पूरित, भरा, भरा हुआ, मामूर, लबालब

Filled to satisfaction with food or drink.

A full stomach.
full, replete