ଅର୍ଥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
ଉଦାହରଣ :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
ସମକକ୍ଷ : ପରିପୂରିତ, ପରିପୂର୍ଣ୍ଣ, ଭରପୂର, ଭରା
ଅର୍ଥ : ଯାହା ଶେଷ ହୋଇଯାଇନାହିଁ
ଉଦାହରଣ :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
ସମକକ୍ଷ : ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ, ସମ୍ପୂର୍ଣ୍ଣ
ଅର୍ଥ : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
ଉଦାହରଣ :
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
ସମକକ୍ଷ : ଭର୍ତ୍ତି
ଅର୍ଥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
ଉଦାହରଣ :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
ସମକକ୍ଷ : ପୂରା, ସମ୍ପୂର୍ଣ୍ଣ
ଅର୍ଥ : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
ଉଦାହରଣ :
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
ସମକକ୍ଷ : ଭରା