ଅର୍ଥ : ପୂରା ଭାବରେ
ଉଦାହରଣ :
ଏହି କଥା ସମ୍ପୂର୍ଣ୍ଣ ମିଛ ସେ ସଡ଼କର ସମ୍ପୂର୍ଣ୍ଣ ମଝିରେ ଠିଆ ହୋଇଥିଲା ସେ ସମ୍ପୂର୍ଣ୍ଣ ମୂର୍ଖ
ସମକକ୍ଷ : ଆମୂଳଚୂଳ, ଏକଦମ୍, ନିତାନ୍ତ, ପୂର୍ଣ୍ଣରୂପରେ, ଶତପ୍ରତିଶତ, ସମ୍ପୂର୍ଣ୍ଣ
ଅର୍ଥ : ସମ୍ପୂର୍ଣ୍ଣ ଭାବରେ
ଉଦାହରଣ :
ବାଇଗଣ ଭରତା ତିଆରି କରିବାପାଇଁ ବାଇଗଣକୁ ଗୋଟା ରନ୍ଧାଯାଏ
ସମକକ୍ଷ : ଗୋଟା, ସମ୍ପୂର୍ଣ୍ଣ
ଅର୍ଥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
ଉଦାହରଣ :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
ସମକକ୍ଷ : ପୂର୍ଣ୍ଣ, ସମ୍ପୂର୍ଣ୍ଣ