ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭରା   ବିଶେଷଣ

ଅର୍ଥ : ଯେଉଁଥିରେ ଜଳ ଅଧିକ ଅଛି ବା ଯାହା ଜଳରେ ପରିପୂର୍ଣ୍ଣ

ଉଦାହରଣ : ଜଳଭରା ନଦୀ ଗୁଡ଼ିକ ସେ ଗାଁଟିକୁ ଘେରିଛନ୍ତି

ସମକକ୍ଷ : ଉଛୁଳା

जहाँ जल अधिक हो या जो जल से परिपूर्ण हो।

वह गाँव अनूप नदियों से घिरा हुआ है।
अनूप

ଅର୍ଥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍‌ ନାହିଁ

ଉଦାହରଣ : ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା

ସମକକ୍ଷ : ପରିପୂରିତ, ପରିପୂର୍ଣ୍ଣ, ପୂର୍ଣ୍ଣ, ଭରପୂର

जो पूरी तरह से पूर्ण या भरा हुआ हो या जिसमें कोई कमी न हो।

लालाजी का घर धन-धान्य से परिपूर्ण है।
सेठजी का जन्म धन-धान्य से परिपूर्ण घर में हुआ था।
अभिपूर्ण, अरहित, अवपूर्ण, अशून्य, आपूर्ण, परिपूरित, परिपूर्ण, पूरित, पूर्ण, भरा हुआ, भरा-पूरा, भरापूरा, मुकम्मल, शाद, संकुल, सङ्कुल

Completed to perfection.

fulfilled

ଅର୍ଥ : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ

ଉଦାହରଣ : ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ

ସମକକ୍ଷ : ପୂର୍ଣ୍ଣ

*भोजन के लिए तैयार या व्यवस्थित किया हुआ विशेषकर जिस पर व्यंजन सजाए गए हों।

खानेवाले व्यंजनों से भरे मेज के चारों ओर बैठ गए।
भरा, भरा हुआ