ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂପୂର୍ଣ୍ଣ   କ୍ରିୟା ବିଶେଷଣ

ଅର୍ଥ : ପୂରାପୂରି

ଉଦାହରଣ : ମହେଶର ଏହି କାର୍ଯ୍ୟାଳୟ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି ସେ ମୋ କାମରେ ପୂରାପୂରି ଖୁସି

ସମକକ୍ଷ : ପୂରାପୂରି

पूरी तरह से।

महेश का इस कार्यालय पर पूरा नियंत्रण है।
वह मेरे काम से पूरा खुश है।
पूरा, पूरी तरह

Referring to a quantity.

The amount was paid in full.
fully, in full

ସଂପୂର୍ଣ୍ଣ   ବିଶେଷଣ

ଅର୍ଥ : ଯାହା କମ୍ ନୁହେଁ

ଉଦାହରଣ : ସେ ତାର ସାଙ୍ଗକୁ ମନେଇବା ପାଇଁ ସଂପୂର୍ଣ୍ଣ ପ୍ରଯତ୍ନ କଲା

ସମକକ୍ଷ : ପୂରା, ଭରପୂର

जिसमें कमी न हो।

उसने अपने मित्र को मनाने का भरपूर प्रयत्न किया।
पुरज़ोर, पुरजोर, पूरा-पूरा, भरपूर, संपूर्ण

ଅର୍ଥ : ଯେତେ ଅଛି ସେ ସବୁ

ଉଦାହରଣ : ଏହି ଗାଁର ସର୍ବମୋଟ ଆବାଦୀ କେତେହେବ?ଦେଶର ସମସ୍ତେ ସ୍ୱର ଉଠାଇଲେ

ସମକକ୍ଷ : ପୂରା, ସବୁ, ସମସ୍ତ, ସର୍ବମୋଟ

जितना है वह सब।

इस गाँव की कुल आबादी कितनी होगी?
समूचे देश ने आवाज उठाई।
देश भर में खुशियाँ मनाई गईं।
अकत, अखिल, अवयवी, अशेष, कामिल, कुल, तमाम, निखिल, पूरा, पूरा का पूरा, पूर्ण, भर, मुसल्लम, विश्व, विश्वक, संपूर्ण, सकल, सब, समस्त, समूचा, सम्पूर्ण, सर्व, सारा

ଅର୍ଥ : ଆରମ୍ଭରୁ ଶେଷ ପର୍ଯ୍ୟନ୍ତ

ଉଦାହରଣ : ସେ ଏହି ଘଟଣାର ପୂରା ବିବରଣୀ ପୋଲିସକୁ ଦେଲା

ସମକକ୍ଷ : ଅବିକଳ, ପୂରା, ସମଗ୍ର

शुरू से अंत तक।

उसने इस घटना का पूरा विवरण पुलिस को बताया।
अप्रतीक, अविकल, अहीन, आद्यांत, आद्यान्त, आद्योपांत, पूरा, संपूर्ण, समग्र