ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଷ୍ଠାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଷ୍ଠାନ   ବିଶେଷ୍ୟ

ଅର୍ଥ : ସୁଫଳ ପାଇବା ଇଛାରେ କୌଣସି ଦେବତାଙ୍କ ପୂଜା

ଉଦାହରଣ : ବର୍ଷା ନ ହେଲେ ଲୋକମାନେ ଯଜ୍ଞ କରନ୍ତି

ସମକକ୍ଷ : ଯଜ୍ଞ

किसी फल की इच्छा से किसी देवता की पूजा।

वर्षा न होने पर लोग अनुष्ठान करते हैं।
अनुष्ठान

The activity of worshipping.

worship

ଅର୍ଥ : ନିୟମ ଅନୁସାରେ କୌଣସି କାର୍ଯ୍ୟ କରିବାର ପ୍ରକ୍ରିୟା

ଉଦାହରଣ : ଜେଜେମାଙ୍କର ପୂଜାବିଧି କୌଣସି ଅବସ୍ଥାରେ ବି ବନ୍ଦ ହୁଏନାହିଁ

ସମକକ୍ଷ : ଓଷା, ପୂଜାବିଧି, ବ୍ରତ

नियमानुसार कोई कार्य करने की क्रिया।

दादी का अनुष्ठान किसी भी सूरत में भंग नहीं होता।
अनुष्ठान

Any customary observance or practice.

rite, ritual

ଅର୍ଥ : ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ

ଉଦାହରଣ : ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି

ସମକକ୍ଷ : ଇଷ୍ଟପୂର୍ତ୍ତି, ଧର୍ମକର୍ମ, ଧାର୍ମିକକାମ, ଧାର୍ମିକକାର୍ଯ୍ୟ, ଧାର୍ମିକକୃତ୍ୟ

The prescribed procedure for conducting religious ceremonies.

ritual