ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଷା   ବିଶେଷ୍ୟ

ଅର୍ଥ : ପୁଣ୍ୟ ବା ଧାର୍ମିକ ଅନୁଷ୍ଠାନପାଇଁ ନିୟମପୂର୍ବକ ରହି କିଛି ଧାର୍ମିକ କୃତ୍ୟ, ଉପବାସ ଆଦି କରିବା ପ୍ରକ୍ରିୟା

ଉଦାହରଣ : ସେ ପ୍ରତି ଶନିବାର ଦିନ ହନୁମାନଙ୍କ ବ୍ରତ ପାଳନ କରନ୍ତି

ସମକକ୍ଷ : ବ୍ରତ

पुण्य या धार्मिक अनुष्ठान के लिए नियमपूर्वक रहकर कुछ धार्मिक कृत्य, उपवास आदि करने की क्रिया।

वह प्रत्येक शनिवार को हनुमानजी का व्रत रखता है।
व्रत

A solemn pledge (to oneself or to another or to a deity) to do something or to behave in a certain manner.

They took vows of poverty.
vow

ଅର୍ଥ : ନିୟମ ଅନୁସାରେ କୌଣସି କାର୍ଯ୍ୟ କରିବାର ପ୍ରକ୍ରିୟା

ଉଦାହରଣ : ଜେଜେମାଙ୍କର ପୂଜାବିଧି କୌଣସି ଅବସ୍ଥାରେ ବି ବନ୍ଦ ହୁଏନାହିଁ

ସମକକ୍ଷ : ଅନୁଷ୍ଠାନ, ପୂଜାବିଧି, ବ୍ରତ

नियमानुसार कोई कार्य करने की क्रिया।

दादी का अनुष्ठान किसी भी सूरत में भंग नहीं होता।
अनुष्ठान

Any customary observance or practice.

rite, ritual