ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂକଳ୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂକଳ୍ପ   ବିଶେଷ୍ୟ

ଅର୍ଥ : କୌଣସି କାମ କରିବାପାଇଁ ନିଆଯାଇଥିବା ଦୃଢ଼ ନିର୍ଣ୍ଣୟ ବା ନିଷ୍ପତ୍ତି

ଉଦାହରଣ : ଛାତ୍ରଟି ଚୋରି ନ କରିବାପାଇଁ ସଂକଳ୍ପ ନେଇଛି

ସମକକ୍ଷ : ଦୃଢ଼ ନିର୍ଣ୍ଣୟ, ନିଷ୍ପତି, ବ୍ରତ

कोई कार्य करने के लिए लिया गया दृढ़ निर्णय या निश्चय।

छात्र ने चोरी न करने का संकल्प लिया।
अहद, इकदाम, पक्का इरादा, व्रत, संकल्प