ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବନ୍ଧ   ବିଶେଷ୍ୟ

ଅର୍ଥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା

ଉଦାହରଣ : ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି

ସମକକ୍ଷ : ଆୟୋଜନ, ବନ୍ଦୋବସ୍ତ, ବ୍ୟବସ୍ଥା, ଯୋଗାଡ଼

आर्थिक, राजनीतिक तथा समाजिक क्षेत्रों में घर-गृहस्थी, निर्माण-शालाओं या संस्थाओं के विभिन्न कार्यों तथा आयोजनों का अच्छी तरह से तथा कुशलतापूर्वक किया जानेवाला संचालन।

धर्मानुष्ठान का सारा प्रबंध श्याम ने किया।
अधीक्षण, प्रबंध, प्रबन्ध

The act of managing something.

He was given overall management of the program.
Is the direction of the economy a function of government?.
direction, management

ଅର୍ଥ : ଗୀତ ଅବା ବାଜାରେ ବୋଲରେ ବଜାଯାଉଥିବା ଶବ୍ଦ

ଉଦାହରଣ : ମୃଦଙ୍ଗର ବୋଲରେ ନର୍ତ୍ତକୀ ନାଚିବାରେ ଲାଗିଲା

ସମକକ୍ଷ : ପ୍ରବଂଧ୍, ବୋଲ

गीत या बाजे के गठे या बँधे हुए शब्द।

मृदंग के बोल पर नर्तकी थिरकने लगी।
प्रबंध, प्रबन्ध, बोल

The text of a popular song or musical-comedy number.

His compositions always started with the lyrics.
He wrote both words and music.
The song uses colloquial language.
language, lyric, words

ଅର୍ଥ : କୌଣସି ବିଷୟରେ ସବିସ୍ତାର ବିବେଚନା ଯେଉଁଥିରେ ତା ସମ୍ବନ୍ଧିତ ଅନେକ ମତ, ବିଚାର, ମନ୍ତବ୍ୟଆଦିର ତୁଳନାତ୍ମକ ଏବଂ ପାଣ୍ଡିତ୍ୟପୂର୍ଣ୍ଣ ବିବେଚନା ହୁଏ

ଉଦାହରଣ : ନିବନ୍ଧକାର ଏହି ନିବନ୍ଧ ମାଧ୍ୟମରେ ଜାତିବାଦର ବିରୋଧ କରିଛନ୍ତି

ସମକକ୍ଷ : ନିବନ୍ଧ, ରଚନା

किसी विषय का वह सविस्तार विवेचन जिसमें उससे संबंध रखने वाले अनेक मतों, विचारों, मंतव्यों आदि का तुलनात्मक और पांडित्यपूर्ण विवेचन हो।

निबंधकार ने इस निबंध के माध्यम से जातिवाद पर कटाक्ष किया है।
निबंध, निबन्ध, मजमून, मज़मून, लेख

An analytic or interpretive literary composition.

essay