ଅର୍ଥ : ଋଷିମାନଙ୍କଦ୍ୱାରା ଦିଆ ଯାଇଥିବା ଉପଦେଶ
ଉଦାହରଣ :
ଶଙ୍କରାଚାର୍ଯ୍ୟଙ୍କ ଅଦୈତ୍ୟ ସିଦ୍ଧାନ୍ତକୁ ସମସ୍ତେ ଗ୍ରହଣ କରନ୍ତି ନାହିଁ
ସମକକ୍ଷ : ସିଦ୍ଧାନ୍ତ
ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ଉଦାହରଣ :
ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
ସମକକ୍ଷ : ଅଭିମତ, ପରାମର୍ଶ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
ଅର୍ଥ : ନିର୍ବାଚନ ଆଦି ସମୟରେ କୌଣସି ବ୍ୟକ୍ତି ସପକ୍ଷରେ ଦିଆଯାଉଥିବା ସମ୍ମତି
ଉଦାହରଣ :
ଏଥର ନିର୍ବାଚନରେ ତାଙ୍କୁ ଗୋଟିଏ ବି ଭୋଟ ମିଳିବ ନାହିଁ
ସମକକ୍ଷ : ଭୋଟ