ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେକାର   କ୍ରିୟା ବିଶେଷଣ

ଅର୍ଥ : ବିନା ଉଦ୍ଦେଶ୍ୟରେ

ଉଦାହରଣ : ଶକ୍ତିର ଅଯଥା ବିନିଯୋଗ ବନ୍ଦ ହେବା ଜରୁରୀଅତିଥି ନ ଆସିବାରୁ ମୋର ସବୁ ଖାଦ୍ୟ ବେକାର ହୋଇଗଲା

ସମକକ୍ଷ : ଅଯଥା, ଅହେତୁକ, ବୃଥା, ବ୍ୟର୍ଥ

बिना मतलब के।

ऊर्जा को व्यर्थ खर्च होने से बचाना ज़रूरी है।
मेहमानों के न आने से मेरा सारा खाना व्यर्थ हो गया।
अनेरा, अपार्थ, अविरथा, अहेतु, अहेतुक, फ़जूल, फ़िजूल, फिजूल, बाद-हवाई, बादहवाई, बेकार, यों ही, वृथा, व्यर्थ

In an unproductive manner.

fruitlessly, unproductively, unprofitably

ବେକାର   ବିଶେଷଣ

ଅର୍ଥ : ଯାହା କଲେ ଲାଭ ହୁଏନାହିଁ

ଉଦାହରଣ : ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ

ସମକକ୍ଷ : ଅକରଣୀୟ, ବ୍ୟର୍ଥ

जिसे करने से फायदा न हो।

अकर कर्मों को करना मूर्खता ही होगी।
अकर, फ़जूल, फ़िजूल, बेकार, व्यर्थ

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ଅର୍ଥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ

ଉଦାହରଣ : ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ

ସମକକ୍ଷ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବ୍ୟର୍ଥ

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ଅର୍ଥ : ବିନା କାରଣରେ

ଉଦାହରଣ : ଅକାରଣ ଚିନ୍ତାକଲେ କି ଲାଭ

ସମକକ୍ଷ : ଅକାରଣ, ଅଯଥା

बिना कारण का।

अकारण चिंता से क्या फायदा।
अकारण, अनिमित्त, अनिमित्तक, अहेतु, अहेतुक

Having no justifying cause or reason.

A senseless, causeless murder.
A causeless war that never had an aim.
An apparently arbitrary and reasonless change.
causeless, reasonless

ଅର୍ଥ : ଯେ ବେକାରରେ ଏଣେ ତେଣେ ବୁଲୁଥାଏ

ଉଦାହରଣ : ରମେଶ ନିଜ ବେକାର ପୁଅ ଉପରେ ଦୁଃଖ ଅନୁଭବ କରୁଛି

ସମକକ୍ଷ : ବଜାରୀ, ଲୁଚା

जो व्यर्थ ही इधर-उधर घूमता रहता है।

रमेश अपने आवारा लड़के से तंग आ गया है।
आवारा, आवारागर्द, उठल्लू, बैतड़ा, लुच्चा, सड़कछाप

ଅର୍ଥ : ଯାହା ହାତରେ ଜୀବିକା ନିର୍ବାହ କରିବାପାଇଁ କୌଣସି କାମଧନ୍ଦା ନଥାଏ

ଉଦାହରଣ : ଆଜିକାଲି ବହୁତ ଯୁବକ ବେକାର ଅଛନ୍ତି

ସମକକ୍ଷ : ଜୀବିକାହୀନ, ବେରୋଜଗାର

जिसके हाथ में जीविका-निर्वाह के लिए कोई काम-धंधा न हो।

आजकल बहुत सारे युवक बेरोज़गार हैं।
आजीविकाहीन, जीविकाहीन, निरुद्यम, बेरोजगार, बेरोज़गार

Not having a job.

Idle carpenters.
Jobless transients.
Many people in the area were out of work.
idle, jobless, out of work

ଅର୍ଥ : ଯେ କିଛି କାମ କରେ ନାହିଁ

ଉଦାହରଣ : କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି

ସମକକ୍ଷ : ଅକର୍ମା, କର୍ମହୀନ, ନିକମା