ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକରଣୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକରଣୀୟ   ବିଶେଷଣ

ଅର୍ଥ : ଯାହା କଲେ ଲାଭ ହୁଏନାହିଁ

ଉଦାହରଣ : ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ

ସମକକ୍ଷ : ବେକାର, ବ୍ୟର୍ଥ

जिसे करने से फायदा न हो।

अकर कर्मों को करना मूर्खता ही होगी।
अकर, फ़जूल, फ़िजूल, बेकार, व्यर्थ

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ଅର୍ଥ : ଯାହା କରିବା ଉଚିତ ନୁହେଁ ବା ଯାହା କରିବା ଯୋଗ୍ୟ ନୁହେଁ

ଉଦାହରଣ : କିଛି ଲୋକଙ୍କୁ ଅକରଣୀୟ କାମ କରିବାକୁ ହିଁ ମଜା ଲାଗେ

ସମକକ୍ଷ : ନିଷିଦ୍ଧ, ନିଷେଧିତ

जिसे नहीं करना चाहिए या जो करने योग्य न हो।

कुछ लोगों को अकृत्य कर्म करने में ही मज़ा आता है।
अकरण, अकरणीय