ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅକର୍ମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅକର୍ମା   ବିଶେଷ୍ୟ

ଅର୍ଥ : କୌଣସି କାମ କରୁନଥିବା ବ୍ୟକ୍ତି

ଉଦାହରଣ : ଆମ ଗାଁରେ ଆପଣଙ୍କୁ ଦୁଇ-ଚାରିଟି ଅକର୍ମା ମିଳିଯିବେ

ସମକକ୍ଷ : ଅକର୍ମଣ୍ୟ ବ୍ୟକ୍ତି, ନିଲଠା

वह जो कोई काम न करता हो।

हमारे गाँव में आपको दो-चार निकम्मे मिल ही जायेंगे।
अकर्मण्य व्यक्ति, अकर्मा, निकम्मा, निखट्टू, निठल्ला, निठल्लू

Person who does no work.

A lazy bum.
bum, do-nothing, idler, layabout, loafer

ଅକର୍ମା   ବିଶେଷଣ

ଅର୍ଥ : କାମ ନ କରିବା ଯୋଗ୍ୟ

ଉଦାହରଣ : ଅକର୍ମା ଦିଅରର ଦେଖାଶୁଣା ବି ମୋତେ କରିବାକୁ ପଡ଼ୁଛି

ସମକକ୍ଷ : ନିଷ୍କର୍ମା

काम न करने योग्य।

अपाहिज देवर की देख-रेख भी मुझे करनी पड़ती है।
अपाहज, अपाहिज

ଅର୍ଥ : ଯେଉଁ ବ୍ୟକ୍ତି କୌଣସି କାମ କରିବାପାଇଁ ଯୋଗ୍ୟ ନୁହେଁ

ଉଦାହରଣ : ଅକର୍ମା ବ୍ୟକ୍ତି ସମସ୍ତଙ୍କ ପାଇଁ ବୋଝ ସଦୃଶ

ସମକକ୍ଷ : ଅକର୍ମଣ୍ୟ, ଅଯୋଗ୍ୟ, ନିକମା

ଅର୍ଥ : ଯେ କିଛି କାମ କରେ ନାହିଁ

ଉଦାହରଣ : କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି

ସମକକ୍ଷ : କର୍ମହୀନ, ନିକମା, ବେକାର