ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବେରୋଜଗାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବେରୋଜଗାର   ବିଶେଷ୍ୟ

ଅର୍ଥ : ଯାହା ହାତରେ ଜୀବିକା ନିର୍ବାହ ପାଇଁ କିଛି କାମଧନ୍ଦା ନ ଥାଏ

ଉଦାହରଣ : ଦିନକୁ ଦିନ ବେରୋଜଗାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି

ସମକକ୍ଷ : ବେରୋଜଗାରୀ

वह जिसके हाथ में जीविका-निर्वाह के लिए कोई काम-धंधा न हो।

दिन प्रतिदिन बेरोज़गारों की संख्या बढ़ती जा रही है।
अव्यापारी, बेरोजगार, बेरोज़गार

People who are involuntarily out of work (considered as a group).

The long-term unemployed need assistance.
unemployed, unemployed people

ବେରୋଜଗାର   ବିଶେଷଣ

ଅର୍ଥ : ଯାହା ହାତରେ ଜୀବିକା ନିର୍ବାହ କରିବାପାଇଁ କୌଣସି କାମଧନ୍ଦା ନଥାଏ

ଉଦାହରଣ : ଆଜିକାଲି ବହୁତ ଯୁବକ ବେକାର ଅଛନ୍ତି

ସମକକ୍ଷ : ଜୀବିକାହୀନ, ବେକାର

जिसके हाथ में जीविका-निर्वाह के लिए कोई काम-धंधा न हो।

आजकल बहुत सारे युवक बेरोज़गार हैं।
आजीविकाहीन, जीविकाहीन, निरुद्यम, बेरोजगार, बेरोज़गार

Not having a job.

Idle carpenters.
Jobless transients.
Many people in the area were out of work.
idle, jobless, out of work