ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନାବଶ୍ୟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନାବଶ୍ୟକ   ବିଶେଷ୍ୟ

ଅର୍ଥ : ଉଦ୍ଦେଶ୍ୟର ଅଭାବ

ଉଦାହରଣ : ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ

ସମକକ୍ଷ : ଅକାରଣ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ

ଅନାବଶ୍ୟକ   ବିଶେଷଣ

ଅର୍ଥ : ଯାହା ଆବଶ୍ୟକ ନୁହେଁ

ଉଦାହରଣ : ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?

ସମକକ୍ଷ : ଅଦରକାରୀ, ଅବାଞ୍ଚନୀୟ, ଫାଲ୍‌ତୁ, ମୂଲ୍ୟହୀନ

Not necessary.

unnecessary, unneeded

ଅର୍ଥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ

ଉଦାହରଣ : ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ

ସମକକ୍ଷ : ଅକାରଣ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର, ବ୍ୟର୍ଥ

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ଅର୍ଥ : ଯାହାଠାରେ ବା ଯାହାଠାରୁ ଆବଶ୍ୟକତା ନାହିଁ

ଉଦାହରଣ : ଗୀତା ଅନୁସାରେ ଅନାବଶ୍ୟକ କର୍ମ କରିବା ଉଚିତ

ସମକକ୍ଷ : ଅନପେକ୍ଷ

जिसे या जिससे अपेक्षा न हो।

गीता के अनुसार अनपेक्ष कर्म करना चाहिए।
अनपेक्ष, अपेक्षारहित