ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଯଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଯଥା   କ୍ରିୟା ବିଶେଷଣ

ଅର୍ଥ : ବିନା ଉଦ୍ଦେଶ୍ୟରେ

ଉଦାହରଣ : ଶକ୍ତିର ଅଯଥା ବିନିଯୋଗ ବନ୍ଦ ହେବା ଜରୁରୀଅତିଥି ନ ଆସିବାରୁ ମୋର ସବୁ ଖାଦ୍ୟ ବେକାର ହୋଇଗଲା

ସମକକ୍ଷ : ଅହେତୁକ, ବୃଥା, ବେକାର, ବ୍ୟର୍ଥ

बिना मतलब के।

ऊर्जा को व्यर्थ खर्च होने से बचाना ज़रूरी है।
मेहमानों के न आने से मेरा सारा खाना व्यर्थ हो गया।
अनेरा, अपार्थ, अविरथा, अहेतु, अहेतुक, फ़जूल, फ़िजूल, फिजूल, बाद-हवाई, बादहवाई, बेकार, यों ही, वृथा, व्यर्थ

In an unproductive manner.

fruitlessly, unproductively, unprofitably

ଅଯଥା   ବିଶେଷଣ

ଅର୍ଥ : ବିନା କାରଣରେ

ଉଦାହରଣ : ଅକାରଣ ଚିନ୍ତାକଲେ କି ଲାଭ

ସମକକ୍ଷ : ଅକାରଣ, ବେକାର

बिना कारण का।

अकारण चिंता से क्या फायदा।
अकारण, अनिमित्त, अनिमित्तक, अहेतु, अहेतुक

Having no justifying cause or reason.

A senseless, causeless murder.
A causeless war that never had an aim.
An apparently arbitrary and reasonless change.
causeless, reasonless

ଅର୍ଥ : ଯାହା ବାସ୍ତବିକ ନୁହେଁ

ଉଦାହରଣ : ସେ ସମସ୍ତଙ୍କୁ କାଳ୍ପନିକ କଥା ଶୁଣାଉଥାଏ

ସମକକ୍ଷ : ଅବାସ୍ତବ, କଳ୍ପିତ, କାଳ୍ପନିକ