ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶାଖାରୁ ବାହାରିଥିବା ଛୋଟ ଶାଖା
ଉଦାହରଣ : ସେ ଗଛର ଏକ ଶାଖା ଭାଙ୍ଗିଦେଲା
ସମକକ୍ଷ : ଡାଳ, ଡାହି
शाखा में से निकली हुई छोटी शाखा।
A small branch or division of a branch (especially a terminal division). Usually applied to branches of the current or preceding year.
ଅର୍ଥ : ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
ଉଦାହରଣ : ପିଲାମାନେ ଆମ୍ବ ଗଛ ଶାଖାରେ ଝୁଲୁଛନ୍ତି
ସମକକ୍ଷ : ଡାଳ
वृक्ष आदि के तने से इधर-उधर निकले हुए अंग।
Any of the main branches arising from the trunk or a bough of a tree.
ଅର୍ଥ : କୌଣସି ବର୍ଗର ଯେଉଁ ଭାଗ ବା ଅଂଶଟି ସ୍ୱୟଂସମ୍ପୂର୍ଣ୍ଣ ଥାଏ
ଉଦାହରଣ : ଏହି ସଂସ୍ଥାର ପାଞ୍ଚୋଟି ଶାଖା ଅଛି
ସମକକ୍ଷ : ଅଙ୍ଗ, ଅବୟବ
किसी वर्ग विशेष का घटक या भाग जो अपने आप में पूर्ण भी होता है।
ଅର୍ଥ : ମୁଖ୍ୟଧାରାରେ ମିଶିଥିବା ବା ମୁଖ୍ୟଧାରାରୁ ବାହାରିଥିବା ଧାରା
ଉଦାହରଣ : ପ୍ରତ୍ୟେକ ବଡ଼ନଦୀର କିଛି ଶାଖା ଥାଏ
मुख्य धारा में मिलने वाली या मुख्य धारा से निकलने वाली धारा।
A stream or river connected to a larger one.
ଅର୍ଥ : କୌଣସି ବିଶେଷ ଧାର୍ମିକ ମତ ବା ଶାଖା
ଉଦାହରଣ : ସେ ଶୈବ ସଂପ୍ରଦାୟର ଅନୁସରଣକାରୀ
ସମକକ୍ଷ : ପନ୍ଥ, ମାର୍ଗ, ସଂପ୍ରଦାୟ
कोई विशेष धार्मिक मत या प्रणाली।
ଅର୍ଥ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
ଉଦାହରଣ : ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
ସମକକ୍ଷ : ବିଭାଗ, ସମ୍ପ୍ରଦାୟ
किसी विषय या सिद्धांत के संबंध में एक ही विचार या मत रखनेवाले लोगों का वर्ग।
A group of nations having common interests.
ସଂସ୍ଥାପନ କରନ୍ତୁ