ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଟିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା

ଉଦାହରଣ : ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି

ସମକକ୍ଷ : ଛେଚିବା

किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।

भाभी हल्दी कूट रही है।
कुटाई करना, कूटना

Break up into small pieces for food preparation.

Bruise the berries with a wooden spoon and strain them.
bruise

ଅର୍ଥ : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା

ଉଦାହରଣ : ସିପାହୀ ଚୋରକୁ ବହୁତ କୁଟୁଛି

ସମକକ୍ଷ : ମାରିବା, ମାଡ଼ଦେବା

हाथ, पैर आदि से लगातार मारना।

सिपाही चोर को खूब कूट रहा है।
कुटाई करना, कूटना, खूब ठोंकना, खूब पीटना, खूब मारना

Strike violently and repeatedly.

She clobbered the man who tried to attack her.
baste, batter, clobber

ଅର୍ଥ : ପୃଷ୍ଠ ବା ସ୍ତରକୁ ଦବାଇ ତଳଆଡ଼କୁ କରିବା

ଉଦାହରଣ : ରାସ୍ତା ତିଆରି କରିବା ବେଳେ ମାଟି,ଗୋଡ଼ି,ପଥର ଆଦିକୁ ଛେଚାଯାଏ

ସମକକ୍ଷ : ଚପେଇବା, ଛେଚିବା, ବାଡ଼େଇବା

तल या सतह को दबाकर नीचे की ओर करना।

सड़क बनाते समय मिट्टी,गिट्टी,पत्थर आदि को धँसाते हैं।
धँसाना, धाँसना

Cause to sink.

The Japanese sank American ships in Pearl Harbor.
sink

ଅର୍ଥ : ଶିଳ, ଘୋରଣା ଆଦିକୁ ଛେଣିରେ ଆବୁଡ଼ା ଖାବୁଡ଼ା କରିବା

ଉଦାହରଣ : ଶିଳ ଶିଳପୁଆ ଚିକ୍କଣିଆ ହୋଇଗଲେ ତାକୁ ସମୟସମୟରେ କୁଟାଯାଏ

ସମକକ୍ଷ : ଆବୁଡ଼ା ଖାବୁଡ଼ା କରିବା

सिल, चक्की आदि को छेनी से खुरदुरा करना।

सिल बट्टे के चिकने हो जाने पर उसे समय-समय पर छिनते हैं।
छिनना, टाँकना, रेहना

ଅର୍ଥ : କୁଟା ଯିବା

ଉଦାହରଣ : ମସଲା କୁଟାଗଲା

ସମକକ୍ଷ : କୁଟାହେବା

कूटा जाना।

मसाला कुट गया।
कुटना, कुटाई होना