ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛେଚିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛେଚିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷକୁ ଭାଙ୍ଗିବା ବା ପେଶିବାପାଇଁ ତା ଉପରେ କିଛି ବଡ଼ ଓ ଭାରୀ ଜିନିଷଦ୍ୱାରା ବାରମ୍ବାର ଆଘାତ କରିବା

ଉଦାହରଣ : ସ୍ତ୍ରୀ ଲୋକମାନେ ଧାନ କୁଟୁଛନ୍ତି

ସମକକ୍ଷ : କୁଟିବା

किसी चीज़ को तोड़ने, पीसने आदि के लिए उस पर बार-बार किसी बड़ी और भारी चीज़ से आघात करना।

भाभी हल्दी कूट रही है।
कुटाई करना, कूटना

Break up into small pieces for food preparation.

Bruise the berries with a wooden spoon and strain them.
bruise

ଅର୍ଥ : ପୃଷ୍ଠ ବା ସ୍ତରକୁ ଦବାଇ ତଳଆଡ଼କୁ କରିବା

ଉଦାହରଣ : ରାସ୍ତା ତିଆରି କରିବା ବେଳେ ମାଟି,ଗୋଡ଼ି,ପଥର ଆଦିକୁ ଛେଚାଯାଏ

ସମକକ୍ଷ : କୁଟିବା, ଚପେଇବା, ବାଡ଼େଇବା

तल या सतह को दबाकर नीचे की ओर करना।

सड़क बनाते समय मिट्टी,गिट्टी,पत्थर आदि को धँसाते हैं।
धँसाना, धाँसना

Cause to sink.

The Japanese sank American ships in Pearl Harbor.
sink

ଅର୍ଥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ

ଉଦାହରଣ : ସେ ସାପର ମୁଣ୍ଡକୁ ଦଳୁଛି

ସମକକ୍ଷ : ଚକଟିବା, ଦଳିବା, ମର୍ଦ୍ଦନ କରିବା

बार-बार ऐसा दाब डालना कि दाब के नीचे की वस्तु विकृत हो जाय।

वह साँप की मुंडी को कुचल रहा है।
कुचलना, कूचना, पीसना

To compress with violence, out of natural shape or condition.

Crush an aluminum can.
Squeeze a lemon.
crush, mash, squash, squeeze, squelch